Sec 8A of Dowry Prohibition Act - Burden of proof in certain cases
3 Oct 2026
Section 8A ଯୌତୁକ trial ର ସାଧାରଣ ନିୟମକୁ ଓଲଟାଇ ଦିଏ — accused କୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ପଡିବ। Sections 3 ଓ 4 ଅଧୀନ ଅପରାଧ ପାଇଁ burden of proof କିପରି କାମ କରେ ବୁଝନ୍ତୁ।
0 Comments
No comments yet — be the first to comment.